ମାହାଙ୍ଗ ଡବଲ୍ ମର୍ଡର ମାମଲାର ଅଭିଯୁକ୍ତ ଜଣେ ଟ୍ରକ୍ ଆକ୍ସିଡେଣ୍ଟରେ ନିହତ ହେବା ଓ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଜେଲ୍ ଭିତରେ ଆତ୍ମହତ୍ୟା କରିବା ଭଳି ଘଟଣା ସବୁ କ’ଣ ଆକସ୍ମିକ? ନା ଏସବୁ ପଛରେ ଅଛି କିଛି ଯୋଜନାବଦ୍ଧ ଷଡ଼ଯନ୍ତ୍ର?
https://youtu.be/1xA9j1ia7vs