କେମିତି ଅଛନ୍ତି ଆର୍ୟନ୍ ?

ନାକ୍ରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସରେ ଆର୍ୟାନଙ୍କୁ ଚାଲିଛି ମାରାଥନ ଜେରା ।  ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ହାସଲ କରିଛି ଏନସିବି । ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଆର୍ୟାନଙ୍କ ଉପରେ । ମିଳିଥିବା ସୂଚନା ମୁତାବକ ବେଶ ସ୍ୱାଭାବିକ ରହିଛନ୍ତି ଆର୍ୟାନ । ନିଜ ଇଛା ମୁତାବକ ମାଗାଜିନ ମାଗି ପଢୁଛନ୍ତି

maxresdefault (28) (1)

City Plus
  • Published: Thursday, 07 October 2021
  • , Updated: 07 October 2021, 03:09 PM IST

ନାକ୍ରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସରେ ଆର୍ୟାନଙ୍କୁ ଚାଲିଛି ମାରାଥନ ଜେରା ।  ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ହାସଲ କରିଛି ଏନସିବି । ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଆର୍ୟାନଙ୍କ ଉପରେ । ମିଳିଥିବା ସୂଚନା ମୁତାବକ ବେଶ ସ୍ୱାଭାବିକ ରହିଛନ୍ତି ଆର୍ୟାନ । ନିଜ ଇଛା ମୁତାବକ ମାଗାଜିନ ମାଗି ପଢୁଛନ୍ତି

https://www.youtube.com/watch?v=QZfSAzyheBE

Related story