ନାଚୁଥିଲେ ଉଡ଼ିଗଲା ପ୍ରାଣବାୟୁ

ଜଣେ ଷ୍ଟେଜରେ ନୃତ୍ୟ କରୁଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡିଯାଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।