Advertisment

ନିରାଶ ହେଲେ ଦୀପିକା

ଚାହିଁ ରହିଛନ୍ତି ଦୀପିକା, ତାଲା ପକାଇ ପଳେଇଲେ ଦିନେଶଙ୍କ ପରିବାର। ୩୨ ଦିନ ଧରି ପତ୍ନୀର ଅଧିକାର ସହ ପୁଅକୁ ବାପାର ହକ ମିଳିବା ଦାବିରେ ଧାରଣା ଦେଇ ଆଶୁଛନ୍ତି ଦୀପିକା। ଦିନେଶଙ୍କ ଆଜି ଯାଏଁ କୌଣସି ଖୋଜ ଖବର ନ ଥିବା ବେଳେ ଦୀପିକା ତାଙ୍କ ଅପେକ୍ଷାରେ ରହିଛନ୍ତି ।

ନିରାଶ ହେଲେ ଦୀପିକା

dipika

Love Betrayal Ganjam Dhoka Dinesh Dipika Dhoka Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe