ସ୍ୱାମୀଙ୍କ ଦୁଆରେ ସ୍ତ୍ରୀର ହାଣ୍ତିଶାଳ

”ମୋ ପୁଅକୁ ବାପାର ନ୍ୟାୟ ଦିଅ। ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ଏଠୁ ଉଠିବିନି”। ପୁଅକୁ ବାପାର ମାନ୍ୟତା ଦାବୀରେ ଦିନେଶଙ୍କ ଘର ଆଗରେ ୩୫ ଦିନ ହେବ ଧାରଣାରେ ବସିଛନ୍ତି ବ୍ରହ୍ମପୁରର ଦିପିକା। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଦୀପିକା।