ଶୁଣନ୍ତୁ ସିଏମ୍ “ଜଳ ଅଧିକାର”

<p>ସମ୍ବିଧାନର ଧାରା ୨୧ ଯାହାକୁକି ରାଇଟ୍ ଟୁ ଲାଇଫ ବା ଜୀବନ ଧାରଣର ଅଧିକାର ବୋଲି କୁହାଯାଉଛି, ସେଥିରେ ସ୍ୱଚ୍ଛ ପିଇବା ପାଣିର ଅଧିକାର କଥା ମଧ୍ୟ କୁହାଯାଇଛି। ପାଣି ବିନା ଜୀବନ ଯେ ଆଦୌ ସମ୍ଭବ ନୁହେଁ ତାହା ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥା ମଧ୍ୟ ସ୍ୱୀକାର କରିସାରିଛନ୍ତି। ତେଣୁ ଆମେ କହୁଛୁ ଜଳ ଅଧିକାରର କଥା। କେବଳ ଜଳ ନୁହେଁ ବରଂ ସ୍ୱଚ୍ଛ ଜଳ। କିନ୍ତୁ ଆମ ରାଜ୍ୟରେ ଯେଉଁ ପାଣି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ତାହା କଣ ପିଇବା ଯୋଗ୍ୟ, ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍।</p> <p>&amp;nbsp;</p>

Ordigital Desk
  • Published: Friday, 18 December 2020
  • Updated: 18 December 2020, 12:52 PM IST

Sports

Latest News

<p>ସମ୍ବିଧାନର ଧାରା ୨୧ ଯାହାକୁକି ରାଇଟ୍ ଟୁ ଲାଇଫ ବା ଜୀବନ ଧାରଣର ଅଧିକାର ବୋଲି କୁହାଯାଉଛି, ସେଥିରେ ସ୍ୱଚ୍ଛ ପିଇବା ପାଣିର ଅଧିକାର କଥା ମଧ୍ୟ କୁହାଯାଇଛି। ପାଣି ବିନା ଜୀବନ ଯେ ଆଦୌ ସମ୍ଭବ ନୁହେଁ ତାହା ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥା ମଧ୍ୟ ସ୍ୱୀକାର କରିସାରିଛନ୍ତି। ତେଣୁ ଆମେ କହୁଛୁ ଜଳ ଅଧିକାରର କଥା। କେବଳ ଜଳ ନୁହେଁ ବରଂ ସ୍ୱଚ୍ଛ ଜଳ। କିନ୍ତୁ ଆମ ରାଜ୍ୟରେ ଯେଉଁ ପାଣି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ତାହା କଣ ପିଇବା ଯୋଗ୍ୟ, ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos