Advertisment

ଶୁଣନ୍ତୁ ସିଏମ୍ “ଜଳ ଅଧିକାର”

ସମ୍ବିଧାନର ଧାରା ୨୧ ଯାହାକୁକି ରାଇଟ୍ ଟୁ ଲାଇଫ ବା ଜୀବନ ଧାରଣର ଅଧିକାର ବୋଲି କୁହାଯାଉଛି, ସେଥିରେ ସ୍ୱଚ୍ଛ ପିଇବା ପାଣିର ଅଧିକାର କଥା ମଧ୍ୟ କୁହାଯାଇଛି। ପାଣି ବିନା ଜୀବନ ଯେ ଆଦୌ ସମ୍ଭବ ନୁହେଁ ତାହା ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥା ମଧ୍ୟ ସ୍ୱୀକାର କରିସାରିଛନ୍ତି। ତେଣୁ ଆମେ କହୁଛୁ ଜଳ ଅଧିକାରର କଥା। କେବଳ ଜଳ ନୁହେଁ ବରଂ ସ୍ୱଚ୍ଛ ଜଳ। କିନ୍ତୁ ଆମ ରାଜ୍ୟରେ ଯେଉଁ ପାଣି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ତାହା କଣ ପିଇବା ଯୋଗ୍ୟ, ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe