padmapur jilla
Advertisment
ରାଲିରେ ଲୋକଙ୍କ ସଂଖ୍ୟା ଦେଖି ଜାଣିପାରୁଥିବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି କେତେ ବଡ଼ ପ୍ରସଙ୍ଗ। ଜଣେ କି ଦୁଇ ଜଣ ନୁହନ୍ତି ସମଗ୍ର ପଦ୍ମପୁର ଗୋଟିଏ ସ୍ୱରରେ କହୁଛି ପଦ୍ମପୁରକୁ ଜିଲ୍ଲାରେ ପରିଣତ କରାଯାଉ। ପୂର୍ବରୁ କିଛି ଯୁବକ ଏନେଇ ଦାବି ଉଠାଉଥିଲେ। ହେଲେ ବର୍ତ୍ତମାନ ଏହି ଦାବି ତୀବ୍ର ହେବାରେ ଲାଗିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/padmapur-jilla.jpg)