mun achi
Advertisment
ଯେତେବେଳେ ମାନବିକତା ମରିଯାଏ ସେତେବେଳେ ଦେଖିବାକୁ ମିଳେ କିଛି ଏଭଳି ଚିତ୍ର। ଏଠି ଅନେକ ମଣିଷ ଅଛନ୍ତି ତଥାପି ଶେଷଯାତ୍ରରେ ଶବକୁ ମିଳିପାରିଲାନି ଚାରି କାନ୍ଧ। ଦୁଇ ପତିପତ୍ନୀ ଶବକୁ ବୋହି ଶ୍ମଶାନ ନେଉଛନ୍ତି। ଆଜିର ସମାଜରେ ବି ଛୁଆଁ ଅଛୁଆଁ ପ୍ରଥା ମଣିଷକୁ ଅନ୍ଧ କରିଦେଇଛି। ଜୟପୁର ବ୍ଲକ ବୈରାଗିମଠ ଗାଁରେ ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ପରେ, ଇଏ ହେଉଛି ତାଙ୍କ ଶେଷ ଯାତ୍ରର ଦୃଶ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/mun-achi.jpg)