୨୧ ବର୍ଷ ତଳର କଥା, ଭୁଲି ନାହିଁ ଭାରତ

ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମଙ୍ଗଳବାର ୨୧ ବର୍ଷ ପୁରିଛି । ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ଏକ ଧଳା ଆମ୍ବାସଡର କାରରେ ସଂସଦ ଭବନକୁ ପ୍ରବେଶ କରିଥିଲେ । ଏହି ଆକ୍ରମଣରେ ଦିଲ୍ଲୀ ପୁଲିସର ପାଞ୍ଚ ଜଣ କର୍ମଚାରୀ, ଜଣେ ମହିଳା କନଷ୍ଟେବଳ ଏବଂ ସଂସଦର ଦୁଇ ଗାର୍ଡଙ୍କ ସମେତ ମୋଟ ୯ଜଣ ସହିଦ ହୋଇଥିଲେ। ଏହାରି ଭିତରେ ୨୧ ବର୍ଷ ବିତିଯାଇଥିଲେ ସୁଦ୍ଧା ସଂସଦ ଉପରେ ହୋଇଥିବା ଆତଙ୍କବାଦୀ […]

Hemant Lenka
  • Published: Tuesday, 13 December 2022
  • Updated: 13 December 2022, 06:13 PM IST

ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମଙ୍ଗଳବାର ୨୧ ବର୍ଷ ପୁରିଛି । ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ଏକ ଧଳା ଆମ୍ବାସଡର କାରରେ ସଂସଦ ଭବନକୁ ପ୍ରବେଶ କରିଥିଲେ । ଏହି ଆକ୍ରମଣରେ ଦିଲ୍ଲୀ ପୁଲିସର ପାଞ୍ଚ ଜଣ କର୍ମଚାରୀ, ଜଣେ ମହିଳା କନଷ୍ଟେବଳ ଏବଂ ସଂସଦର ଦୁଇ ଗାର୍ଡଙ୍କ ସମେତ ମୋଟ ୯ଜଣ ସହିଦ ହୋଇଥିଲେ। ଏହାରି ଭିତରେ ୨୧ ବର୍ଷ ବିତିଯାଇଥିଲେ ସୁଦ୍ଧା ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସ୍ମୃତି ଏବେ ବି ସତେଜ ରହିଛି।

https://youtu.be/MxI6K7NjgXk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story