Advertisment

୨୧ ବର୍ଷ ତଳର କଥା, ଭୁଲି ନାହିଁ ଭାରତ

ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମଙ୍ଗଳବାର ୨୧ ବର୍ଷ ପୁରିଛି । ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ଏକ ଧଳା ଆମ୍ବାସଡର କାରରେ ସଂସଦ ଭବନକୁ ପ୍ରବେଶ କରିଥିଲେ । ଏହି ଆକ୍ରମଣରେ ଦିଲ୍ଲୀ ପୁଲିସର ପାଞ୍ଚ ଜଣ କର୍ମଚାରୀ, ଜଣେ ମହିଳା କନଷ୍ଟେବଳ ଏବଂ ସଂସଦର ଦୁଇ ଗାର୍ଡଙ୍କ ସମେତ ମୋଟ ୯ଜଣ ସହିଦ ହୋଇଥିଲେ। ଏହାରି ଭିତରେ ୨୧ ବର୍ଷ ବିତିଯାଇଥିଲେ ସୁଦ୍ଧା ସଂସଦ ଉପରେ ହୋଇଥିବା ଆତଙ୍କବାଦୀ […]

୨୧ ବର୍ଷ ତଳର କଥା, ଭୁଲି ନାହିଁ ଭାରତ
Advertisment

ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମଙ୍ଗଳବାର ୨୧ ବର୍ଷ ପୁରିଛି । ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ଏକ ଧଳା ଆମ୍ବାସଡର କାରରେ ସଂସଦ ଭବନକୁ ପ୍ରବେଶ କରିଥିଲେ । ଏହି ଆକ୍ରମଣରେ ଦିଲ୍ଲୀ ପୁଲିସର ପାଞ୍ଚ ଜଣ କର୍ମଚାରୀ, ଜଣେ ମହିଳା କନଷ୍ଟେବଳ ଏବଂ ସଂସଦର ଦୁଇ ଗାର୍ଡଙ୍କ ସମେତ ମୋଟ ୯ଜଣ ସହିଦ ହୋଇଥିଲେ। ଏହାରି ଭିତରେ ୨୧ ବର୍ଷ ବିତିଯାଇଥିଲେ ସୁଦ୍ଧା ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସ୍ମୃତି ଏବେ ବି ସତେଜ ରହିଛି।

Advertisment

Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe