Advertisment

ଚକରା ବାରିକ କିଏ ?

ଏକାଧିକ ଅପରାଧ, ଜଣେ ଅପରାଧୀ ଆଉ ତା’ର ଗ୍ୟାଙ୍ଗ। ଚକରା ବାରିକ – ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧୀ। ଅପରାଧିକ କ୍ୟାରିୟରରେ ଅନେକ ଅପରାଧ ଭିଆଇଛି ଚକରା। ରାଜଧାନୀରେ ବନ୍ଧୁକ ଧରି ଅନେକ ଲୋକଙ୍କୁ ଲୁଟିଛି, ଅନେକ ଲୋକଙ୍କ ଜୀବନ ବରବାଦ୍ କରିଛି। ବୁଧବାର ବିଳମ୍ୱିତ ରାତିରେ ପୋଲିସ ଏନରକାଉଣ୍ଟରରେ ଆହତ ହୋଇଥିବା ଏହି ଚକରା ବାରିକ କିଏ ?

author-image
Pujarani Nayak
ଚକରା ବାରିକ କିଏ ?

page 2

ଏକାଧିକ ଅପରାଧ, ଜଣେ ଅପରାଧୀ ଆଉ ତା’ର ଗ୍ୟାଙ୍ଗ। ଚକରା ବାରିକ - ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧୀ। ଅପରାଧିକ କ୍ୟାରିୟରରେ ଅନେକ ଅପରାଧ ଭିଆଇଛି ଚକରା। ରାଜଧାନୀରେ ବନ୍ଧୁକ ଧରି ଅନେକ ଲୋକଙ୍କୁ ଲୁଟିଛି, ଅନେକ ଲୋକଙ୍କ ଜୀବନ ବରବାଦ୍ କରିଛି। ବୁଧବାର ବିଳମ୍ୱିତ ରାତିରେ ପୋଲିସ ଏନରକାଉଣ୍ଟରରେ ଆହତ ହୋଇଥିବା ଏହି ଚକରା ବାରିକ କିଏ ?

Advertisment

Bhubaneswar Odisha Reporter Encounter