ଦେଶ news ‘ମାଟିର ଝିଅ ରାଷ୍ଟ୍ରପତି, ମୁଁ ଖୁସି!’ ‘ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ। ସେ ରାଷ୍ଟ୍ରପତି ହେବ। ସେଥିପାଇଁ ମୁଁ ଖୁସି। ଆମ ଓଡ଼ିଶାର ଟେକ।’ ଦ୍ରୌପଦୀ ମୁର୍ମୁ ଭାରତବର୍ଷର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ। Debendra Prusty 22 Jul 2022 12:29 IST droupadi‘ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ। ସେ ରାଷ୍ଟ୍ରପତି ହେବ। ସେଥିପାଇଁ ମୁଁ ଖୁସି। ଆମ ଓଡ଼ିଶାର ଟେକ।’ ଦ୍ରୌପଦୀ ମୁର୍ମୁ ଭାରତବର୍ଷର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ।Advertisment Sura Raoutray Drouapdi Murmu Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ