Advertisment

ସମସ୍ତଙ୍କ ଆଖି ଓଦା

ସଂଘର୍ଷର ଶେଷ ଠିକଣା ଯେ ସଫଳତା, ଏକଥାକୁ ବାର ବାର ପ୍ରମାଣିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଖ୍ୟାତପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କ ଜୟଯାତ୍ର ନଥିଲା ସହଜ। ଗଣତନ୍ତ୍ରର ବଡ଼ ଦେଉଳରେ ସେ ପାଦ ରଖିବେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ଯେତେବେଳେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ତାଙ୍କ ସଂଘର୍ଷର କଥା କହିଥିଲେ।

author-image
Debendra Prusty
ସମସ୍ତଙ୍କ ଆଖି ଓଦା

droupadi

ସଂଘର୍ଷର ଶେଷ ଠିକଣା ଯେ ସଫଳତା, ଏକଥାକୁ ବାର ବାର ପ୍ରମାଣିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଖ୍ୟାତପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କ ଜୟଯାତ୍ର ନଥିଲା ସହଜ। ଗଣତନ୍ତ୍ରର ବଡ଼ ଦେଉଳରେ ସେ ପାଦ ରଖିବେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ଯେତେବେଳେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ତାଙ୍କ ସଂଘର୍ଷର କଥା କହିଥିଲେ।

Advertisment

Presidential Oath Droupadi Murmu