Advertisment

‘ଦ୍ରୌପଦୀ ଖାଇବେ ଆରିସା ପିଠା’

ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ସେନେଇ ଦିଲ୍ଲୀରେ ପହଞ୍ଚିବେ ପରିବାର ଲୋକେ। ତେବେ ଦ୍ରୌପଦୀଙ୍କ ପାଇଁ ଆରିସା ପିଠା ନେଇକି ଯିବେ ବୋଲି କହିଛନ୍ତି ଦ୍ରୌପଦୀଙ୍କ ଭାଉଜ। ଦ୍ରୌପଦୀଙ୍କୁ ଆରିସା ପିଠା ବହୁତ ପସନ୍ଦ ବୋଲି କହିଛନ୍ତି।

author-image
Debendra Prusty
‘ଦ୍ରୌପଦୀ ଖାଇବେ ଆରିସା ପିଠା’

arisaa

ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ସେନେଇ ଦିଲ୍ଲୀରେ ପହଞ୍ଚିବେ ପରିବାର ଲୋକେ। ତେବେ ଦ୍ରୌପଦୀଙ୍କ ପାଇଁ ଆରିସା ପିଠା ନେଇକି ଯିବେ ବୋଲି କହିଛନ୍ତି ଦ୍ରୌପଦୀଙ୍କ ଭାଉଜ। ଦ୍ରୌପଦୀଙ୍କୁ ଆରିସା ପିଠା ବହୁତ ପସନ୍ଦ ବୋଲି କହିଛନ୍ତି।

Advertisment

Aarissaa Pithaa Droupadi Murmu