/odisha-reporter/media/post_attachments/uploads/2021/09/maxresdefault-7-1-1.jpg)
maxresdefault (7) (1)
ହତ୍ୟାକାଣ୍ଡ ଭଳି ଆତ୍ମହତ୍ୟା ପାଇଁ ଉସକାଇବା ଏକ ଧର୍ତ୍ତବ୍ୟ ଅପରାଧ । ଏହି ଅପରାଧ ଲାଗି ଭାରତୀୟ ପିଙ୍ଗଳ କୋର୍ଟରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । କିନ୍ତୁ ଆଇନ୍ର କଡାକଡି ଅନୁପାଳନ କରାଯାଉନଥିବା ଏବଂ ଏ ସଂକ୍ରାନ୍ତୀୟ ମାମଲାଗୁଡିକର ବିଚାର ବିଳମ୍ବିତ ହେଉଥିବାରୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସହଜରେ ଖସିଯାଉଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
