ଶବ ରାଜନୀତି

ହତ୍ୟାକାଣ୍ଡ ଭଳି ଆତ୍ମହତ୍ୟା ପାଇଁ ଉସକାଇବା ଏକ ଧର୍ତ୍ତବ୍ୟ ଅପରାଧ । ଏହି ଅପରାଧ ଲାଗି ଭାରତୀୟ ପିଙ୍ଗଳ କୋର୍ଟରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । କିନ୍ତୁ ଆଇନ୍‌ର କଡାକଡି ଅନୁପାଳନ କରାଯାଉନଥିବା ଏବଂ ଏ ସଂକ୍ରାନ୍ତୀୟ ମାମଲାଗୁଡିକର ବିଚାର ବିଳମ୍ବିତ ହେଉଥିବାରୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସହଜରେ ଖସିଯାଉଛନ୍ତି । https://www.youtube.com/watch?v=M_Bx4frZLks

maxresdefault (7) (1)

Manasi Mohapatra
  • Published: Sunday, 12 September 2021
  • , Updated: 12 September 2021, 11:21 AM IST

ହତ୍ୟାକାଣ୍ଡ ଭଳି ଆତ୍ମହତ୍ୟା ପାଇଁ ଉସକାଇବା ଏକ ଧର୍ତ୍ତବ୍ୟ ଅପରାଧ । ଏହି ଅପରାଧ ଲାଗି ଭାରତୀୟ ପିଙ୍ଗଳ କୋର୍ଟରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । କିନ୍ତୁ ଆଇନ୍‌ର କଡାକଡି ଅନୁପାଳନ କରାଯାଉନଥିବା ଏବଂ ଏ ସଂକ୍ରାନ୍ତୀୟ ମାମଲାଗୁଡିକର ବିଚାର ବିଳମ୍ବିତ ହେଉଥିବାରୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସହଜରେ ଖସିଯାଉଛନ୍ତି ।

https://www.youtube.com/watch?v=M_Bx4frZLks

Related story