ଗାଁରେ ମାଟି ଆବାସ, ରାଜଧାନୀରେ ରାଜ ଉଆସ

ରାଜଧାନୀରେ ପ୍ରାସାଦ ଭଳି ଘର, ଗାଁରେ ଚାଳ ଛପର। ରାଜଧାନୀରେ ଜଗବନ୍ଧୁ କୋଟିପତି, ଗାଁରେ ଭାଇଙ୍କ ଏଭଳି ସ୍ଥିତି। ମାଆ ବାପାଙ୍କ ଜୀବନ ବିତୁଛି ଆଜବେଷ୍ଟସ ଘରେ, ପୁଅ ଏଠି ରାଜପ୍ରାସାଦରେ!