ଇଂରାଜୀ ଶିଖିବାର ସହଜ ବାଟ!

ଇଂରାଜୀ କହିବାକୁ ଆଉ ଲେଖିବାକୁ ଡରୁଛନ୍ତି କି? କେମିତି ଶିଖିବେ ଇଂରାଜୀ? କଣ ରହିଛି ସହଜ ଉପାୟ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଜଣେ ଶିକ୍ଷକ?