ଇଡି ରେଡି କଲା ୫୦ ଜଣିଆ ତାଲିକା!

ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିର ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଏଯାଏଁ ଏହା ୫୦ରେ ପହଞ୍ଚିଲାଣି। ଆଗକୁ ଏହି ତାଲିକା ଆହୁରି ବଢ଼ିପାରେ। ଆଉ କିଛି ଦିନ ପରେ ଜଣେ ପରେ ଜଣେ ସମନ ପାଇ ଇଡି ଆଗରେ ହାଜର ହୋଇ ସଫେଇ ଦେବେ। ଇଡିର ତାଲିକାରେ ଅଛନ୍ତି ବଡ଼ ବଡ଼ ରାଜନେତା, ଅମଲା, ଶିଳ୍ପପତି, ବିଲଡର ଓ ସିନେ ତାରକା।

ଆହୁରି ପଢ଼ନ୍ତୁ