Advertisment

ଇଡି ରେଡି କଲା ୫୦ ଜଣିଆ ତାଲିକା!

ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିର ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଏଯାଏଁ ଏହା ୫୦ରେ ପହଞ୍ଚିଲାଣି। ଆଗକୁ ଏହି ତାଲିକା ଆହୁରି ବଢ଼ିପାରେ। ଆଉ କିଛି ଦିନ ପରେ ଜଣେ ପରେ ଜଣେ ସମନ ପାଇ ଇଡି ଆଗରେ ହାଜର ହୋଇ ସଫେଇ ଦେବେ। ଇଡିର ତାଲିକାରେ ଅଛନ୍ତି ବଡ଼ ବଡ଼ ରାଜନେତା, ଅମଲା, ଶିଳ୍ପପତି, ବିଲଡର ଓ ସିନେ ତାରକା।

ଇଡି ରେଡି କଲା ୫୦ ଜଣିଆ ତାଲିକା!

ed

Archana Nag Archana Sex Syndicate Ed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe