archana
Advertisment
ଏଥର ଘାଣ୍ଟିବ ଇଡି। ଖୋଲିବ ନାଗ ପେଡ଼ି। ଫଶିବେ ନେତା ଖୋଲିବ ନାଗ ଫାଶ। କିଏ ଦେଇଛି କେତେ ଟଙ୍କା। କାହା କାହାଠୁ ଅର୍ଚ୍ଚନା ନେଇଛନ୍ତି ଟଙ୍କା। ଏ ସବୁ ଖୋଲିବ ଇଡି। ନେତାମାନେ ବ୍ୟାଙ୍କ ଟ୍ରାଞ୍ଜେକସନ୍ କରିଛନ୍ତି ନା ନଗଦ ଆକାରରେ ଟଙ୍କା ଦେଇଛନ୍ତି ସେ ସବୁ କଥା ଏବେ ପଦାକୁ ଆସିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/archana.jpg)