ପାୱାର କରିଡରରେ ଇଡି କଲାଣି ଛାତି ଧଡ଼ଧଡ଼!

ଅର୍ଚ୍ଚନାର ‘ନାଗ’ ଫାଶରେ କିଏ? କେଉଁ ପ୍ରଭାବଶାଳୀ IAS ଏବଂ IPSଙ୍କର ରହିଛି ଅର୍ଚ୍ଚନା ସହ ଲିଙ୍କ୍‌? କେଉଁ ବଡ଼ବଡ଼ିଆଙ୍କ ସାନ୍ନିଧ୍ୟରେ ସମ୍ପତ୍ତିର ପାହାଡ଼ ଛିଡ଼ା କରାଇଥିଲେ ନାଗ-ଚାନ୍ଦ ଦମ୍ପତ୍ତି? କେବଳ ରାଜନେତା ନୁହଁନ୍ତି, ଏବେ ଇଡି ସ୍କାନର୍‌ରେ ସେସବୁ ବ୍ୟୁରୋକ୍ରାଟ୍‌। ଇଡିର ଘନ ଘନ ଜେରା ଭିତରେ ନେତାଙ୍କ ମୁହଁରେ ବି ବ୍ୟୁରୋକ୍ରାଟ୍‌ ଲିଙ୍କ୍‌ ଅଭିଯୋଗ।

archana

archana

Debendra Prusty
  • Published: Tuesday, 22 November 2022
  • Updated: 22 November 2022, 01:14 PM IST

Sports

Latest News

ଅର୍ଚ୍ଚନାର ‘ନାଗ’ ଫାଶରେ କିଏ? କେଉଁ ପ୍ରଭାବଶାଳୀ IAS ଏବଂ IPSଙ୍କର ରହିଛି ଅର୍ଚ୍ଚନା ସହ ଲିଙ୍କ୍‌? କେଉଁ ବଡ଼ବଡ଼ିଆଙ୍କ ସାନ୍ନିଧ୍ୟରେ ସମ୍ପତ୍ତିର ପାହାଡ଼ ଛିଡ଼ା କରାଇଥିଲେ ନାଗ-ଚାନ୍ଦ ଦମ୍ପତ୍ତି? କେବଳ ରାଜନେତା ନୁହଁନ୍ତି, ଏବେ ଇଡି ସ୍କାନର୍‌ରେ ସେସବୁ ବ୍ୟୁରୋକ୍ରାଟ୍‌। ଇଡିର ଘନ ଘନ ଜେରା ଭିତରେ ନେତାଙ୍କ ମୁହଁରେ ବି ବ୍ୟୁରୋକ୍ରାଟ୍‌ ଲିଙ୍କ୍‌ ଅଭିଯୋଗ।

https://youtu.be/liY8bRikC1E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos