Advertisment

ପାୱାର କରିଡରରେ ଇଡି କଲାଣି ଛାତି ଧଡ଼ଧଡ଼!

ଅର୍ଚ୍ଚନାର ‘ନାଗ’ ଫାଶରେ କିଏ? କେଉଁ ପ୍ରଭାବଶାଳୀ IAS ଏବଂ IPSଙ୍କର ରହିଛି ଅର୍ଚ୍ଚନା ସହ ଲିଙ୍କ୍‌? କେଉଁ ବଡ଼ବଡ଼ିଆଙ୍କ ସାନ୍ନିଧ୍ୟରେ ସମ୍ପତ୍ତିର ପାହାଡ଼ ଛିଡ଼ା କରାଇଥିଲେ ନାଗ-ଚାନ୍ଦ ଦମ୍ପତ୍ତି? କେବଳ ରାଜନେତା ନୁହଁନ୍ତି, ଏବେ ଇଡି ସ୍କାନର୍‌ରେ ସେସବୁ ବ୍ୟୁରୋକ୍ରାଟ୍‌। ଇଡିର ଘନ ଘନ ଜେରା ଭିତରେ ନେତାଙ୍କ ମୁହଁରେ ବି ବ୍ୟୁରୋକ୍ରାଟ୍‌ ଲିଙ୍କ୍‌ ଅଭିଯୋଗ।

ପାୱାର କରିଡରରେ ଇଡି କଲାଣି ଛାତି ଧଡ଼ଧଡ଼!

archana

Advertisment

ଅର୍ଚ୍ଚନାର ‘ନାଗ’ ଫାଶରେ କିଏ? କେଉଁ ପ୍ରଭାବଶାଳୀ IAS ଏବଂ IPSଙ୍କର ରହିଛି ଅର୍ଚ୍ଚନା ସହ ଲିଙ୍କ୍‌? କେଉଁ ବଡ଼ବଡ଼ିଆଙ୍କ ସାନ୍ନିଧ୍ୟରେ ସମ୍ପତ୍ତିର ପାହାଡ଼ ଛିଡ଼ା କରାଇଥିଲେ ନାଗ-ଚାନ୍ଦ ଦମ୍ପତ୍ତି? କେବଳ ରାଜନେତା ନୁହଁନ୍ତି, ଏବେ ଇଡି ସ୍କାନର୍‌ରେ ସେସବୁ ବ୍ୟୁରୋକ୍ରାଟ୍‌। ଇଡିର ଘନ ଘନ ଜେରା ଭିତରେ ନେତାଙ୍କ ମୁହଁରେ ବି ବ୍ୟୁରୋକ୍ରାଟ୍‌ ଲିଙ୍କ୍‌ ଅଭିଯୋଗ।

Advertisment

Archana Nag Bhubaneswar Sex Net Odisha Sex Syndicate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe