ଏକନାଥ ହେବେ ମୁଖ୍ୟମନ୍ତ୍ରୀ !

ପୁଣି ଅସ୍ଥିର ହୋଇ ପଡ଼ିଛି ମହାରାଷ୍ଟ୍ର ରାଜନୀତି। ଶିବସେନାରେ ବିଦ୍ରୋହ ପରେ ସବୁ ସମିକରଣ ବଦଳିବାକୁଯାଉଛି…ସେପଟେ ଉଦ୍ଧବ ଠାକରେ ସରେଣ୍ଡର କରିସାରିଛନ୍ତି। ସେ କେତେବେଳେ ବି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ତେବେ ଶୁଣନ୍ତୁ କଣ ରହିଛି ମହାରାଷ୍ଟ୍ରର ସ୍ଥିତି …..