/odisha-reporter/media/post_attachments/uploads/2022/06/eknath-1.jpg)
eknath
ପୁଣି ଅସ୍ଥିର ହୋଇ ପଡ଼ିଛି ମହାରାଷ୍ଟ୍ର ରାଜନୀତି। ଶିବସେନାରେ ବିଦ୍ରୋହ ପରେ ସବୁ ସମିକରଣ ବଦଳିବାକୁଯାଉଛି...ସେପଟେ ଉଦ୍ଧବ ଠାକରେ ସରେଣ୍ଡର କରିସାରିଛନ୍ତି। ସେ କେତେବେଳେ ବି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ତେବେ ଶୁଣନ୍ତୁ କଣ ରହିଛି ମହାରାଷ୍ଟ୍ରର ସ୍ଥିତି .....
Advertisment
/odisha-reporter/media/post_attachments/uploads/2022/06/eknath-1.jpg)
eknath