Advertisment

ମ୍ୟାଜିକ ନମ୍ବର ଛୁଇଁଲେ ଦ୍ରୌପଦୀ

ରାଷ୍ଟ୍ରପତି ନିର୍ବାଚନରେ କିଏ କାହା ପଟେ? କେଉଁ ଦଳ କାହାକୁ ସମର୍ଥନ କରୁଛି? ଆଉ କିଏ ଦ୍ୱନ୍ଦ୍ୱରେ ପଡିଛି? ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି, ଜେଡିୟୁ, ଏଲ୍‌ଜେପି ରାମବିଲାସ ଏବଂ ୱାଇଏସ୍‌ଆର କଂଗ୍ରେସ ସମର୍ଥନ ଘୋଷଣା କରିଛି।

author-image
Debendra Prusty
ମ୍ୟାଜିକ ନମ୍ବର ଛୁଇଁଲେ ଦ୍ରୌପଦୀ

draupadi number

ରାଷ୍ଟ୍ରପତି ନିର୍ବାଚନରେ କିଏ କାହା ପଟେ? କେଉଁ ଦଳ କାହାକୁ ସମର୍ଥନ କରୁଛି? ଆଉ କିଏ ଦ୍ୱନ୍ଦ୍ୱରେ ପଡିଛି? ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି, ଜେଡିୟୁ, ଏଲ୍‌ଜେପି ରାମବିଲାସ ଏବଂ ୱାଇଏସ୍‌ଆର କଂଗ୍ରେସ ସମର୍ଥନ ଘୋଷଣା କରିଛି।

Advertisment

Draupadi Murmu Prez Polls Nada Politics