/odisha-reporter/media/post_attachments/uploads/2022/08/XDWDXE.jpg)
ELEPHANT
ପ୍ରତି ଚାରି ପାଞ୍ଚ ଦିନରେ ଖବର ଆସେ। ଅମୁକ ଜଙ୍ଗଲରେ ଗୁଳିବିଦ୍ଧ ଅବସ୍ଥାରେ ଛଟପଟ ହେଉଛି ଗଜରାଜ। ଚିକିତ୍ସା ଚାଲେ ଆଉ ଶେଷରେ କୁହାଯାଏ ୱି ଆର ସରି। ଅନେକ ପ୍ରୟାସ ପରେ ବି ହାତୀକୁ ବଞ୍ଚାଇ ପାରିଲୁନି। ପୁଣି ପ୍ରଶ୍ନ ଉଠେ, କିଏ ମାରିଲା, କାହିଁକି ମାରିଲା ? କେବେ ଧରାପଡ଼ିବ ହତ୍ୟାକରୀ ? କେବେ ହାତୀ ହତ୍ୟା ରୋକିବ ? ଦେଖନ୍ତୁ ଏହି ଚିତ୍ର ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଚତରାପଦା ବିଟ ଅଞ୍ଚଳରେ ପୁଣି ଗୁଳି ଖାଇ ଛଟପଟ ହେଇଛି ଦନ୍ତା । ଦେହରେ ବାଜିଛି ୩ଟି ଦେଶୀଗୁଳି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
