Advertisment

ଜଙ୍ଗଲରେ ପତ୍ର ଗଣୁଛି ବନ ବିଭାଗ ?

ପ୍ରତି ଚାରି ପାଞ୍ଚ ଦିନରେ ଖବର ଆସେ। ଅମୁକ ଜଙ୍ଗଲରେ ଗୁଳିବିଦ୍ଧ ଅବସ୍ଥାରେ ଛଟପଟ ହେଉଛି ଗଜରାଜ। ଚିକିତ୍ସା ଚାଲେ ଆଉ ଶେଷରେ କୁହାଯାଏ ୱି ଆର ସରି। ଅନେକ ପ୍ରୟାସ ପରେ ବି ହାତୀକୁ ବଞ୍ଚାଇ ପାରିଲୁନି। ପୁଣି ପ୍ରଶ୍ନ ଉଠେ, କିଏ ମାରିଲା, କାହିଁକି ମାରିଲା ? କେବେ ଧରାପଡ଼ିବ ହତ୍ୟାକରୀ ? କେବେ ହାତୀ ହତ୍ୟା ରୋକିବ ? ଦେଖନ୍ତୁ ଏହି ଚିତ୍ର ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଚତରାପଦା ବିଟ […]

ଅଦ୍ୟତନ ହୋଇଛି
ଜଙ୍ଗଲରେ ପତ୍ର ଗଣୁଛି ବନ ବିଭାଗ ?

ELEPHANT

Advertisment

ପ୍ରତି ଚାରି ପାଞ୍ଚ ଦିନରେ ଖବର ଆସେ। ଅମୁକ ଜଙ୍ଗଲରେ ଗୁଳିବିଦ୍ଧ ଅବସ୍ଥାରେ ଛଟପଟ ହେଉଛି ଗଜରାଜ। ଚିକିତ୍ସା ଚାଲେ ଆଉ ଶେଷରେ କୁହାଯାଏ ୱି ଆର ସରି। ଅନେକ ପ୍ରୟାସ ପରେ ବି ହାତୀକୁ ବଞ୍ଚାଇ ପାରିଲୁନି। ପୁଣି ପ୍ରଶ୍ନ ଉଠେ, କିଏ ମାରିଲା, କାହିଁକି ମାରିଲା ? କେବେ ଧରାପଡ଼ିବ ହତ୍ୟାକରୀ ? କେବେ ହାତୀ ହତ୍ୟା ରୋକିବ ? ଦେଖନ୍ତୁ ଏହି ଚିତ୍ର ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଚତରାପଦା ବିଟ ଅଞ୍ଚଳରେ ପୁଣି ଗୁଳି ଖାଇ ଛଟପଟ ହେଇଛି ଦନ୍ତା । ଦେହରେ ବାଜିଛି ୩ଟି ଦେଶୀଗୁଳି।

Advertisment

Elephant Rescue Operation Elephant Death Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe