page 2
Advertisment
ଆଉ ହାତୀ ଛୁଆକୁ ଦେଖି କୁକୁଡ଼ା ବି ଛାନିଆ। କାଳେ, ପାଦରେ ଦଳି ଦେବ। ଇଏ ଆଶଙ୍କା କରି ଜୀବନ-ଛାଡ଼ି ଧାଇଁଲା। ହେଲେ କୁନି ହାତୀ କି ଛାଡ଼ିବା ଜନ୍ତୁ, କୁକୁଡ଼ା ପଛରେ ଗୋଡାଇବାରେ ଲାଗିଲା। ବେଶ କିଛି ସମୟ ଧରି ଏମିତି ଚାଲିଲା, ଦୌଡ଼ା-ଦୌଡ଼ି।