/odisha-reporter/media/post_attachments/uploads/2022/09/chitah.jpg)
chitah
ମଧ୍ୟ ପ୍ରଦେଶ କୁନୋ ନ୍ୟାଶନାଲ ପାର୍କରେ ଚିତା ବାଘଙ୍କ ଦାୟିତ୍ୱରେ ରହିଛନ୍ତି ହାତୀ। ଚିତାଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଚାରି ଦିଗରୁ ସୁରକ୍ଷା ଦେଉଛନ୍ତି। ଦିନ ରାତି ଜଙ୍ଗଲରେ ପହରା ଦେଉଛନ୍ତି। ନାମିବ୍ୟାରୁ ଆସିଥିବା 8 ଚିତା ବାଘଙ୍କ ପାଇଁ ପାର୍କ କର୍ତ୍ତୃପକ୍ଷ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
