Advertisment

ଚିତାଙ୍କ ପାଇଁ ଜଙ୍ଗଲରେ ପ୍ୟାଟ୍ରୋଲିଂ କରୁଛନ୍ତି ହାତୀ

ମଧ୍ୟ ପ୍ରଦେଶ କୁନୋ ନ୍ୟାଶନାଲ ପାର୍କରେ ଚିତା ବାଘଙ୍କ ଦାୟିତ୍ୱରେ ରହିଛନ୍ତି ହାତୀ। ଚିତାଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଚାରି ଦିଗରୁ ସୁରକ୍ଷା ଦେଉଛନ୍ତି। ଦିନ ରାତି ଜଙ୍ଗଲରେ ପହରା ଦେଉଛନ୍ତି। ନାମିବ୍ୟାରୁ ଆସିଥିବା 8 ଚିତା ବାଘଙ୍କ ପାଇଁ ପାର୍କ କର୍ତ୍ତୃପକ୍ଷ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି।

chitah

African Cheetah Cheetah Modi Cheetah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe