ବଡ଼ବାବୁ ମଦ ପିଇଲେ, ବୋତଲ ଲୁଚାଇବାକୁ ଭୁଲିଗଲେ?

ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାଡ଼ି ଧାଡ଼ି ହୋଇ ରହିଛି ମଦ ବୋତଲ। କିନ୍ତୁ ମଦ ପିଇ, ବୋତଲ ଛାଡ଼ି ଗଲା କିଏ? ଇଏ କୌଣସି ଖୋଲମେଳା ପଡ଼ିଆ ନୁହେଁ, ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବ ରେଜିଷ୍ଟ୍ରାର ଏବଂ ଟ୍ରେଜେରୀ କାର୍ଯ୍ୟାଳୟ ସାମ୍ନାର ଦୃଶ୍ୟ।