botala
Advertisment
ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାଡ଼ି ଧାଡ଼ି ହୋଇ ରହିଛି ମଦ ବୋତଲ। କିନ୍ତୁ ମଦ ପିଇ, ବୋତଲ ଛାଡ଼ି ଗଲା କିଏ? ଇଏ କୌଣସି ଖୋଲମେଳା ପଡ଼ିଆ ନୁହେଁ, ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବ ରେଜିଷ୍ଟ୍ରାର ଏବଂ ଟ୍ରେଜେରୀ କାର୍ଯ୍ୟାଳୟ ସାମ୍ନାର ଦୃଶ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/botala.jpg)