Advertisment

ବିବାହ ପୂର୍ବରୁ ଉଠିଲା ପୂରା ପରିବାରର ଶବ

୨୦ ବର୍ଷିୟା ଶିବାନୀ ମେହେରର ବିବାହ ପାଇଁ ଦୀପାବଳୀର କିଛିଦିନ ଆଗରୁ ପୁଅ ଘର ଲୋକେ ତାଙ୍କୁ ଦେଖିବାକୁ ଆସିଥିଲେ। ଜାତକ ଶୁଝିଥିଲା ବୋଲି ବିବାହ ପକ୍କା କରିବାକୁ ଆସିଥାନ୍ତେ ପୁଅ ପକ୍ଷ। କିନ୍ତୁ ଦୁର୍ଭାଗ୍ୟ, ବୋହୂ ସାଜିବା ଆଗରୁ ଶବ ପାଲଟିଯାଇଛନ୍ତି ଶିବାନୀ। ଦିନ କେଇଟା ପରେ ଯେଉଁ ଘରୁ କନ୍ୟା ବିଦା ହୋଇଥାନ୍ତା, ସେହି ଘରୁ ବାହାରିଛି ଚାରି ଚାରିଟି ଶବ। ଏଭଳି ଦୁଃଖଦାୟକ ଘଟଣା ଦେଖି ସ୍ତବ୍ଧ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ।

author-image
Debendra Prusty
ବିବାହ ପୂର୍ବରୁ ଉଠିଲା ପୂରା ପରିବାରର ଶବ

death

୨୦ ବର୍ଷିୟା ଶିବାନୀ ମେହେରର ବିବାହ ପାଇଁ ଦୀପାବଳୀର କିଛିଦିନ ଆଗରୁ ପୁଅ ଘର ଲୋକେ ତାଙ୍କୁ ଦେଖିବାକୁ ଆସିଥିଲେ। ଜାତକ ଶୁଝିଥିଲା ବୋଲି ବିବାହ ପକ୍କା କରିବାକୁ ଆସିଥାନ୍ତେ ପୁଅ ପକ୍ଷ। କିନ୍ତୁ ଦୁର୍ଭାଗ୍ୟ, ବୋହୂ ସାଜିବା ଆଗରୁ ଶବ ପାଲଟିଯାଇଛନ୍ତି ଶିବାନୀ। ଦିନ କେଇଟା ପରେ ଯେଉଁ ଘରୁ କନ୍ୟା ବିଦା ହୋଇଥାନ୍ତା, ସେହି ଘରୁ ବାହାରିଛି ଚାରି ଚାରିଟି ଶବ। ଏଭଳି ଦୁଃଖଦାୟକ ଘଟଣା ଦେଖି ସ୍ତବ୍ଧ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ।

Advertisment

Death Before Marriage Family Dead