Advertisment

ଶାସନର ୨୨ ବର୍ଷ ପରେ ବି ‘ଗରିବୀ ଚାଉଳ’ ଦାବି

ଦୀର୍ଘ ୨୨ ବର୍ଷର ଶାସନ ପରେ ବି ଶାସକ ବିଜୁ ଜନତା ଦଳର ସରକାର ଓଡ଼ିଶାରେ ଦାରିଦ୍ର୍ୟ ହ୍ରାସ କରିବାରେ ବିଫଳ ହୋଇଛି। ରାଜ୍ୟର ଜନସଂଖ୍ୟା ପ୍ରାୟ ସାଢ଼େ ୪ କୋଟି ହୋଇଥିବାବେଳେ ଗରିବଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ରହିଛି। ରାଜ୍ୟରେ ଗରିବୀ ହ୍ରାସ ପାଇଁ ଅନେକ ଯୋଜନା କରାଯାଉଛି। ରାଜ୍ୟର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନାରା ଦେଇ ଆସୁଥିଲେ ବି ଗରିବୀ ହ୍ରାସ କରିବାରେ ଯେ ବିଜେଡି ସରକାର ବିଫଳ […]

ଶାସନର ୨୨ ବର୍ଷ ପରେ ବି ‘ଗରିବୀ ଚାଉଳ’ ଦାବି

poverty

Advertisment

ଦୀର୍ଘ ୨୨ ବର୍ଷର ଶାସନ ପରେ ବି ଶାସକ ବିଜୁ ଜନତା ଦଳର ସରକାର ଓଡ଼ିଶାରେ ଦାରିଦ୍ର୍ୟ ହ୍ରାସ କରିବାରେ ବିଫଳ ହୋଇଛି। ରାଜ୍ୟର ଜନସଂଖ୍ୟା ପ୍ରାୟ ସାଢ଼େ ୪ କୋଟି ହୋଇଥିବାବେଳେ ଗରିବଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ରହିଛି। ରାଜ୍ୟରେ ଗରିବୀ ହ୍ରାସ ପାଇଁ ଅନେକ ଯୋଜନା କରାଯାଉଛି। ରାଜ୍ୟର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନାରା ଦେଇ ଆସୁଥିଲେ ବି ଗରିବୀ ହ୍ରାସ କରିବାରେ ଯେ ବିଜେଡି ସରକାର ବିଫଳ ହୋଇଛନ୍ତି, ଏ କଥା ନିଜେ ପରୋକ୍ଷରେ ସ୍ୱୀକାର କରିଛନ୍ତି।

Advertisment

Odisha Poverty Bjp BjD Free Rice Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe