ଏ ହେଉଛି 5ଟି ସ୍କୁଲ। ନୂଆ ପରିଚୟ ନେଇଥିବା ସ୍କୁଲରେ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ବଦଳରେ ଶ୍ରେଣୀଗୃହର କବାଟକୁ ଚାହିଁ ପରୀକ୍ଷା ଦେଉଛନ୍ତି। ଶ୍ରେଣୀଗୃହର କବାଟରେ ସାର୍ ପ୍ରଶ୍ନ ଲେଖୁଛନ୍ତି। ତାକୁ ଦେଖି ଛାତ୍ରଛାତ୍ରୀମାନେ ଉତ୍ତର ଲେଖୁଛନ୍ତି। ସ୍କୁଲ ବାହାରଟା ପୁରା ଚକାଚକ୍। ଆପଣଙ୍କ ଆଖି ପଡ଼ିଲେ ଖୁସି ହୋଇଯିବେ। ହେଲେ ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ ଦେଖିଲେ, ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଯେଉଁଠି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି 5ଟି ସ୍କୁଲର ରୂପାନ୍ତରିକରଣ ହେଉଛି, ସେଇଠି ପିଲାମାନଙ୍କ ପାଇଁ ଖଣ୍ଡେ କଳାପଟା ନାହିଁ କି ପ୍ରଶ୍ନପତ୍ର ନାହିଁ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ପଞ୍ଚାୟତର ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପାଠ୍ୟ ଉପକରଣ ନାହିଁ କହିଲେ ବୋଧେ ଭୁଲ ହେବନି।
https://youtu.be/BqzuuDYPOBA
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।
National
ଶାହଙ୍କୁ ଟାର୍ଗେଟ୍, କେଜ୍ରିଓ୍ୱାଲ କହିଲେ- ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍ ଗଣତି ହେବ।
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।