Advertisment

ବିନା ପ୍ରଶ୍ନପତ୍ରରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଏ ହେଉଛି 5ଟି ସ୍କୁଲ। ନୂଆ ପରିଚୟ ନେଇଥିବା ସ୍କୁଲରେ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ବଦଳରେ ଶ୍ରେଣୀଗୃହର କବାଟକୁ ଚାହିଁ ପରୀକ୍ଷା ଦେଉଛନ୍ତି। ଶ୍ରେଣୀଗୃହର କବାଟରେ ସାର୍ ପ୍ରଶ୍ନ ଲେଖୁଛନ୍ତି। ତାକୁ ଦେଖି ଛାତ୍ରଛାତ୍ରୀମାନେ ଉତ୍ତର ଲେଖୁଛନ୍ତି। ସ୍କୁଲ ବାହାରଟା ପୁରା ଚକାଚକ୍। ଆପଣଙ୍କ ଆଖି ପଡ଼ିଲେ ଖୁସି ହୋଇଯିବେ। ହେଲେ ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ ଦେଖିଲେ, ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଯେଉଁଠି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି 5ଟି ସ୍କୁଲର ରୂପାନ୍ତରିକରଣ ହେଉଛି, […]

ବିନା ପ୍ରଶ୍ନପତ୍ରରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

JAJPUR SCHOOL_TH

Advertisment

ଏ ହେଉଛି 5ଟି ସ୍କୁଲ। ନୂଆ ପରିଚୟ ନେଇଥିବା ସ୍କୁଲରେ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ବଦଳରେ ଶ୍ରେଣୀଗୃହର କବାଟକୁ ଚାହିଁ ପରୀକ୍ଷା ଦେଉଛନ୍ତି। ଶ୍ରେଣୀଗୃହର କବାଟରେ ସାର୍ ପ୍ରଶ୍ନ ଲେଖୁଛନ୍ତି। ତାକୁ ଦେଖି ଛାତ୍ରଛାତ୍ରୀମାନେ ଉତ୍ତର ଲେଖୁଛନ୍ତି। ସ୍କୁଲ ବାହାରଟା ପୁରା ଚକାଚକ୍। ଆପଣଙ୍କ ଆଖି ପଡ଼ିଲେ ଖୁସି ହୋଇଯିବେ। ହେଲେ ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ ଦେଖିଲେ, ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଯେଉଁଠି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି 5ଟି ସ୍କୁଲର ରୂପାନ୍ତରିକରଣ ହେଉଛି, ସେଇଠି ପିଲାମାନଙ୍କ ପାଇଁ ଖଣ୍ଡେ କଳାପଟା ନାହିଁ କି ପ୍ରଶ୍ନପତ୍ର ନାହିଁ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ପଞ୍ଚାୟତର ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପାଠ୍ୟ ଉପକରଣ ନାହିଁ କହିଲେ ବୋଧେ ଭୁଲ ହେବନି।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe