Advertisment

ନେତା ବିକୁଥିଲେ ରମ୍, ପୁଲିସ ଦେଖାଇଲା ଦମ୍

ବାହାରୁ ଦେଖିଲେ କିଛି ବି ଜଣାପଡୁନି। ନାମୀଦାମୀ ବ୍ରାଣ୍ଡର ବୋତଲ ଉପରେ ଲାଗୁଥିବା ଷ୍ଟିକର ଠିପି, ଲେବଲ ଦେଖିଲେ କେହି ବି ବିଶ୍ୱାସ କରିବେ ନାହିଁ କି ଏହା ନକଲି ବୋଲି। କିନ୍ତୁ ବୋତଲରେ ପଶୁଥିଲା ଜହର। ନକଲି ବିଦେଶୀ ମଦ ତିଆରି କରି ବିକ୍ରୀ ହେଉଥିଲା। ବଡ଼ କଥା ହେଉଛି ଖୋଦ ଶାସକ ଦଳର ନେତା ଏହା ପଛରେ ରହିଛନ୍ତି। ନିଜେ ନକଲି ମଦର ନେଟଓ୍ୱର୍କ ବିଛାଇଥିଲେ। ବିଜେଡି ନେତା ବୋଲି ସାତଖୁଣ ମାଫ ଥିଲା।

author-image
Debendra Prusty
ନେତା ବିକୁଥିଲେ ରମ୍, ପୁଲିସ ଦେଖାଇଲା ଦମ୍

bjd rum

ବାହାରୁ ଦେଖିଲେ କିଛି ବି ଜଣାପଡୁନି। ନାମୀଦାମୀ ବ୍ରାଣ୍ଡର ବୋତଲ ଉପରେ ଲାଗୁଥିବା ଷ୍ଟିକର ଠିପି, ଲେବଲ ଦେଖିଲେ କେହି ବି ବିଶ୍ୱାସ କରିବେ ନାହିଁ କି ଏହା ନକଲି ବୋଲି। କିନ୍ତୁ ବୋତଲରେ ପଶୁଥିଲା ଜହର। ନକଲି ବିଦେଶୀ ମଦ ତିଆରି କରି ବିକ୍ରୀ ହେଉଥିଲା। ବଡ଼ କଥା ହେଉଛି ଖୋଦ ଶାସକ ଦଳର ନେତା ଏହା ପଛରେ ରହିଛନ୍ତି। ନିଜେ ନକଲି ମଦର ନେଟଓ୍ୱର୍କ ବିଛାଇଥିଲେ। ବିଜେଡି ନେତା ବୋଲି ସାତଖୁଣ ମାଫ ଥିଲା।

Advertisment

Naveen Patnaik BjD Illegal Liquor Bjd Rum