bjd rum
Advertisment
ବାହାରୁ ଦେଖିଲେ କିଛି ବି ଜଣାପଡୁନି। ନାମୀଦାମୀ ବ୍ରାଣ୍ଡର ବୋତଲ ଉପରେ ଲାଗୁଥିବା ଷ୍ଟିକର ଠିପି, ଲେବଲ ଦେଖିଲେ କେହି ବି ବିଶ୍ୱାସ କରିବେ ନାହିଁ କି ଏହା ନକଲି ବୋଲି। କିନ୍ତୁ ବୋତଲରେ ପଶୁଥିଲା ଜହର। ନକଲି ବିଦେଶୀ ମଦ ତିଆରି କରି ବିକ୍ରୀ ହେଉଥିଲା। ବଡ଼ କଥା ହେଉଛି ଖୋଦ ଶାସକ ଦଳର ନେତା ଏହା ପଛରେ ରହିଛନ୍ତି। ନିଜେ ନକଲି ମଦର ନେଟଓ୍ୱର୍କ ବିଛାଇଥିଲେ। ବିଜେଡି ନେତା ବୋଲି ସାତଖୁଣ ମାଫ ଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/bjd-rum.jpg)