ଇଏ କି ହାତର ଯାଦୁଗରୀ?

ଜଣେ ମହିଳା ବିନା ଶିକ୍ଷାରେ କିଭଳି ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରୀ କରୁଛନ୍ତି ଦେଖନ୍ତୁ। ସୁନ୍ଦର ସୁନ୍ଦର ଗଣେଷ ମୂର୍ତ୍ତି ସହ ଏମିତି ଅନେକ କିଛି।