Advertisment

ଫେସବୁକ୍ ବଢୁଛି, ଟ୍ୱିଟର୍ କମୁଛି

ସୋସିଆଲ ମିଡିଆର ବ୍ୟବହାର ଏବେ ଦିନକୁ ଦିନ ଖୁବ୍ ବଢ଼ି ଚାଲିଛି। ବର୍ତ୍ତମାନ ଏହାକୁ କେତେ ଲୋକ ବ୍ୟବହାର କରୁଛନ୍ତି, କେଉଁ ସୋସିଆଲ ନେଟଓ୍ୱାର୍କ ବେଶୀ ଲୋକପ୍ରିୟ ଅର୍ଥାତ୍ କେଉଁ ସୋସିଆଲ ନେଟଓ୍ୱାର୍କକୁ ଅଧିକ ଲୋକେ ବ୍ୟବହାର କରୁଛନ୍ତି, ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି।

author-image
Debendra Prusty
ଫେସବୁକ୍ ବଢୁଛି, ଟ୍ୱିଟର୍ କମୁଛି

facebook

ସୋସିଆଲ ମିଡିଆର ବ୍ୟବହାର ଏବେ ଦିନକୁ ଦିନ ଖୁବ୍ ବଢ଼ି ଚାଲିଛି। ବର୍ତ୍ତମାନ ଏହାକୁ କେତେ ଲୋକ ବ୍ୟବହାର କରୁଛନ୍ତି, କେଉଁ ସୋସିଆଲ ନେଟଓ୍ୱାର୍କ ବେଶୀ ଲୋକପ୍ରିୟ ଅର୍ଥାତ୍ କେଉଁ ସୋସିଆଲ ନେଟଓ୍ୱାର୍କକୁ ଅଧିକ ଲୋକେ ବ୍ୟବହାର କରୁଛନ୍ତି, ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି।

Advertisment

Twitter Social Media Facebook