/odisha-reporter/media/post_attachments/uploads/2022/08/2.jpg)
flood
୩ରୁ ୪ ଦିନ ହେଲା ଭୋକରେ ଛଟପଟ ବନ୍ୟା ବିପନ୍ନ । ସମସ୍ତଙ୍କ ଅଭିଯୋଗ, ସରକାରଙ୍କ ରିଲିଫ କେମିତି ଦେଖାଯାଏ ଆମେ ଦେଖିନୁ କି ପାଇନୁ ! କାହାକୁ ରିଲିଫ ବାଣ୍ଟୁଛନ୍ତି ସରକାର? କେଉଁଠିକି ଯାଉଛି ସରକାରୀ ଖାଦ୍ୟ ? ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଜଗତସିଂହପୁରର କୁଜଙ୍ଗ ଓ ମଧୁପୁର , ପୁରୀର ହଳଦିଆପଡ଼ା ଓ କୋଣାର୍କ ଅଞ୍ଚଳ। ହେଲେ ବାଟବଣା ପ୍ରଶାସନ ଏଠିକି ପହଞ୍ଚିପାରିନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
