୩ରୁ ୪ ଦିନ ହେଲା ଭୋକରେ ଛଟପଟ ବନ୍ୟା ବିପନ୍ନ । ସମସ୍ତଙ୍କ ଅଭିଯୋଗ, ସରକାରଙ୍କ ରିଲିଫ କେମିତି ଦେଖାଯାଏ ଆମେ ଦେଖିନୁ କି ପାଇନୁ ! କାହାକୁ ରିଲିଫ ବାଣ୍ଟୁଛନ୍ତି ସରକାର? କେଉଁଠିକି ଯାଉଛି ସରକାରୀ ଖାଦ୍ୟ ? ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଜଗତସିଂହପୁରର କୁଜଙ୍ଗ ଓ ମଧୁପୁର , ପୁରୀର ହଳଦିଆପଡ଼ା ଓ କୋଣାର୍କ ଅଞ୍ଚଳ। ହେଲେ ବାଟବଣା ପ୍ରଶାସନ ଏଠିକି ପହଞ୍ଚିପାରିନି।
https://www.youtube.com/watch?v=uQrZkh27UgA