ମୈଦାନରେ ମୁହାଁମୁହିଁ ଦୁଇ ସଉତୁଣୀ !

ନିର୍ବାଚନ ମୈଦାନରେ ଦୁଇ ସଉତୁଣୀ। ସ୍ୱାମୀର ଅଧିକାର ପାଇବା ପାଇଁ କୋର୍ଟରେ ଲଢ଼େଇ ଚାଲିଥିବା ବେଳେ ଏବେ ସଉତୁଣୀଙ୍କ ବିରୋଧରେ ଯୁଦ୍ଧ ଡାକରା । କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ପଞ୍ଚାୟତ ଅକ୍ଷୟ ମଲ୍ଲିକଙ୍କର ଦୁଇ ସ୍ତ୍ରୀ ହେଉଛନ୍ତି ସସ୍ମିତା ଓ କମଳା।