Advertisment

ଜୀବନ ନେଇଗଲା କୋରୋନା ଟିକା!

କରୋନା ଟିକା ନେବାରୁ ମହାରାଷ୍ଟ୍ରର ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ସରକାରଙ୍କଠାରୁ ହଜାରେ କୋଟିର କ୍ଷତି ପୂରଣ ଦାବି କରି ମୁମ୍ୱାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀଙ୍କ ପରିବାର। ଏଥିରେ ସବୁଠୁ ଚକିତ କଲା ଭଲି କଥା ହେଉଛି ଏହି କ୍ଷତିପୂରଣ ଦାବିରେ କୋଟିପତି ତଥା ମାଇକ୍ରୋସପ୍ଟ କମ୍ପାନୀର ଫାଉଣ୍ଡର ବିଲଗେଟସଙ୍କ ନାଁକୁ ପକ୍ଷଭୁକ୍ତ କରାଯାଇଛି।

ଜୀବନ ନେଇଗଲା କୋରୋନା ଟିକା!

vax

Bill Gates Covid Vaccine Vax Death Compensation Suit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe