Advertisment

ପଦ୍ମପୁରରେ ‘ନ୍ୟାୟ ପାଇଁ ଲଢ଼େଇ ପରିବାର’

ରାଜ୍ୟରେ ପରୀ, ମମିତା, ବେବିନା, ଇତିଶ୍ରୀ ଓ ମାହାଙ୍ଗା ଡବଲ ମର୍ଡର ଭଳି ସମ୍ୱଦନଶୀଳ ଘଟଣାର ସି.ବି.ଆଇ ତଦନ୍ତ ଦାବୀକରି ଲଢ଼େଇ ଜାରୀ ରଖିଛି ‘ନ୍ୟାୟ ପାଇଁ ଲଢେଇ ପରିବାର’। ପଦ୍ମପୁର ଉପ-ନିର୍ବାଚନ ପାଇଁ ଏଠି ରାଜନୀତି ସରଗରମ ଥିବା ବେଳେ ପଦ୍ମପୁରରେ ପହଚିଂଛନ୍ତି ‘ନ୍ୟାୟ ପାଇଁ ଲଢ଼େଇ ପରିବାର’ । ପଦ୍ମପୁର ସହରର ମୁଖ୍ୟ ଛକମାନଙ୍କରେ, ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସହର ଭିତରେ ଶୋଭାଯାତ୍ରା କରି ରାଜ୍ୟର ବିଭିନ୍ନ ସମ୍ୱଦନଶୀଳ ପ୍ରସଙ୍ଗରେ ସି.ବି.ଆଇ ତଦନ୍ତ […]

ପଦ୍ମପୁରରେ ‘ନ୍ୟାୟ ପାଇଁ ଲଢ଼େଇ ପରିବାର’

nyaya

Advertisment

ରାଜ୍ୟରେ ପରୀ, ମମିତା, ବେବିନା, ଇତିଶ୍ରୀ ଓ ମାହାଙ୍ଗା ଡବଲ ମର୍ଡର ଭଳି ସମ୍ୱଦନଶୀଳ ଘଟଣାର ସି.ବି.ଆଇ ତଦନ୍ତ ଦାବୀକରି ଲଢ଼େଇ ଜାରୀ ରଖିଛି ‘ନ୍ୟାୟ ପାଇଁ ଲଢେଇ ପରିବାର’। ପଦ୍ମପୁର ଉପ-ନିର୍ବାଚନ ପାଇଁ ଏଠି ରାଜନୀତି ସରଗରମ ଥିବା ବେଳେ ପଦ୍ମପୁରରେ ପହଚିଂଛନ୍ତି ‘ନ୍ୟାୟ ପାଇଁ ଲଢ଼େଇ ପରିବାର’ । ପଦ୍ମପୁର ସହରର ମୁଖ୍ୟ ଛକମାନଙ୍କରେ, ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସହର ଭିତରେ ଶୋଭାଯାତ୍ରା କରି ରାଜ୍ୟର ବିଭିନ୍ନ ସମ୍ୱଦନଶୀଳ ପ୍ରସଙ୍ଗରେ ସି.ବି.ଆଇ ତଦନ୍ତ ଦାବୀ କରିଛନ୍ତି ଏହି ପରିବାରର ସଦସ୍ୟମାନେ।

Advertisment

Bebina Rape And Murder Padmapur By Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe