Advertisment

ବାହାରିନ୍‌ରେ ଫସି ରହିଛନ୍ତି ଶତାଧିକ ଓଡିଆ ଶ୍ରମିକ

ବାହାରିନ୍‌ରେ ଫସି ରହିଛନ୍ତି ଶତାଧିକ ଓଡିଆ ଶ୍ରମିକ। ଗାଁରେ ପଡିଛି କାନ୍ଦ ବୋବାଳି। ବାଡେଇ ପିଟି ହୋଇ କାନ୍ଦୁଛନ୍ତି ମାଆମାନେ। ବାହାରିନ୍‌ରେ ଓଡିଆ ଶ୍ରମିକଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା। ଗାଁ ଲୋକଙ୍କ ଆକୁଳ ନିବେଦନ, ଆମ ପିଲାଙ୍କୁ ବିଦେଶରୁ ଫେରାଇ ଆଣନ୍ତୁ।

author-image
Manasi Mohapatra
ବାହାରିନ୍‌ରେ ଫସି ରହିଛନ୍ତି ଶତାଧିକ ଓଡିଆ ଶ୍ରମିକ

maxresdefault (1)

ବାହାରିନ୍‌ରେ ଫସି ରହିଛନ୍ତି ଶତାଧିକ ଓଡିଆ ଶ୍ରମିକ। ଗାଁରେ ପଡିଛି କାନ୍ଦ ବୋବାଳି। ବାଡେଇ ପିଟି ହୋଇ କାନ୍ଦୁଛନ୍ତି ମାଆମାନେ। ବାହାରିନ୍‌ରେ ଓଡିଆ ଶ୍ରମିକଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା। ଗାଁ ଲୋକଙ୍କ ଆକୁଳ ନିବେଦନ, ଆମ ପିଲାଙ୍କୁ ବିଦେଶରୁ ଫେରାଇ ଆଣନ୍ତୁ।

Advertisment

Odisha Reporter Bahrin