ସିଦ୍ଧାର୍ଥଙ୍କର କିଏ ଥିଲେ ଦୁନିଆ

ମନେପଡୁଛନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ମାତ୍ର ୪୦ ବର୍ଷ ବୟସରେ ସମସ୍ତଙ୍କୁ ଲୁହରେ ଭିଜେଇ ଚାଲି ଯାଇଛନ୍ତି ସିଦ୍ଧାର୍ଥ । ସେ ଆମ ପାଖରେ ନାହାନ୍ତି ସତ ହେଲେ ସମସ୍ତଙ୍କ ହୃଦୟରେ ଘର କରି ରହିଛନ୍ତି ।