Advertisment

ଚାଷୀଙ୍କ ପଛରେ ପଡ଼ିଛି କମିଶନରେଟ ପୁଲିସ

କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଅର୍ଚ୍ଚନା ନାଗର ଘନିଷ୍ଠତା ଆଉ କାହାକୁ ଅଛପା ନାହିଁ। ମାମଲାରେ ପୁଲିସର ତଦନ୍ତ ଓ ସରକାରଙ୍କୁ ସୁରକ୍ଷା ପାଇଁ ମୁହଁରେ ତୁଣ୍ଡି ବାନ୍ଧିଛନ୍ତି ବଡ଼ ବାବୁ। ସାନ ବାବୁ ଚାଷୀଙ୍କୁ ଜଗିଛନ୍ତି। କାଳେ ସହର ଭିତରକୁ ପଶି ଆସିବେ ଆଉ ସରକାର ବଦନାମ ହୋଇଯିବେ ପୂରା ନଜର ତା ଉପରେ ରଖିଛନ୍ତି।

ଚାଷୀଙ୍କ ପଛରେ ପଡ଼ିଛି କମିଶନରେଟ ପୁଲିସ

police

Advertisment

କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଅର୍ଚ୍ଚନା ନାଗର ଘନିଷ୍ଠତା ଆଉ କାହାକୁ ଅଛପା ନାହିଁ। ମାମଲାରେ ପୁଲିସର ତଦନ୍ତ ଓ ସରକାରଙ୍କୁ ସୁରକ୍ଷା ପାଇଁ ମୁହଁରେ ତୁଣ୍ଡି ବାନ୍ଧିଛନ୍ତି ବଡ଼ ବାବୁ। ସାନ ବାବୁ ଚାଷୀଙ୍କୁ ଜଗିଛନ୍ତି। କାଳେ ସହର ଭିତରକୁ ପଶି ଆସିବେ ଆଉ ସରକାର ବଦନାମ ହୋଇଯିବେ ପୂରା ନଜର ତା ଉପରେ ରଖିଛନ୍ତି।

Advertisment

Price Prestige Pension Farmers Rally Bhubaneswar Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe