Advertisment

ନବୀନ ନିବାସ ସାମ୍ନାରେ ଧାନ ମଣ୍ଡି!

କିଛି ନଥିଲା ହଠାତ ମାଡ଼ି ଆସିଲେ। ନବୀନ ନିବାସ ଆଡକୁ ମାଡ଼ି ଆସିଲେ ଚାଷୀ। ଜାଣିପାରିଲା ନାହିଁ ଗୁଇନ୍ଦା। ଶତାଧିକ ଚାଷୀ ଆସି ରାସ୍ତାରେ ଶୋଇଲେ। ନବୀନ ନିବାସ ସମ୍ମୁଖରେ ଧାନ ଢାଳି ପ୍ରତିବାଦ। ଧାନ ମଣ୍ଡି ଖୋଲିନଥିବାରୁ ବିକ୍ଷୋଭ।

author-image
Debendra Prusty
ନବୀନ ନିବାସ ସାମ୍ନାରେ ଧାନ ମଣ୍ଡି!

mandi

କିଛି ନଥିଲା ହଠାତ ମାଡ଼ି ଆସିଲେ। ନବୀନ ନିବାସ ଆଡକୁ ମାଡ଼ି ଆସିଲେ ଚାଷୀ। ଜାଣିପାରିଲା ନାହିଁ ଗୁଇନ୍ଦା। ଶତାଧିକ ଚାଷୀ ଆସି ରାସ୍ତାରେ ଶୋଇଲେ। ନବୀନ ନିବାସ ସମ୍ମୁଖରେ ଧାନ ଢାଳି ପ୍ରତିବାଦ। ଧାନ ମଣ୍ଡି ଖୋଲିନଥିବାରୁ ବିକ୍ଷୋଭ।

Advertisment

Mandi Odisha Farmers Naveen Nivas